ରାଜଧାନୀ ରାସ୍ତାରେ ଯୁବତୀଙ୍କ ହାଇଡ୍ରାମା, ପଥଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ

ଭୁବନେଶ୍ବର ୯।୮: ରାଜଧାନୀ ରାସ୍ତାରେ ଯୁବତୀଙ୍କ ହାଇଡ୍ରାମା । ଫରେଷ୍ଟ ପାର୍କ ଛକରେ ଯୁବତୀ ଜଣଙ୍କ କଲେ ହଙ୍ଗାମା । ପଥଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ । ଯୁବତୀ ଜଣଙ୍କ ନିଶାରେ ଚୂର୍ ଥିବା ଅନୁମାନ । ଯୁବତୀଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଲେ । ସଂପୃକ୍ତ ଯୁବତୀଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖିଲା ପୋଲିସ ।

Leave a Reply

Your email address will not be published. Required fields are marked *