୧୧ ବର୍ଷ ପ୍ରଧାନମନ୍ତ୍ରୀ,୧୩ ବର୍ଷ ମୁଖ୍ୟମନ୍ତ୍ରୀ, ତଥାପି ମୋଦୀଙ୍କ ପାଖରେ ୫୩ ହଜାର ଟଙ୍କା କିନ୍ତୁ ଘର କିମ୍ବା ଜମି ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ବୁଧବାର ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ଗତ ୨୪ ବର୍ଷ ଧରି ରାଜନୈତିକ ମୁଖ୍ୟ ପଦବୀରେ…

ଭାସ୍କର, ହିମିରିକା ଓ ପ୍ରଫୁଲ୍ଲଙ୍କ ପରେ କାହା ପାଳି?

ଭୁବନେଶ୍ବର: ନିକଟରେ ବିଜେଡି ଛାଡ଼ିଛନ୍ତି ତିନିଜଣ ତୁଙ୍ଗ ନେତା। ଏମାନେ ଏକଦା ନବୀନଙ୍କ ଅତ୍ୟନ୍ତ ବିଶ୍ବସ୍ତ ଥିଲେ, ଯେଉଁ କାରଣରୁ ଜଣଙ୍କୁ ବିଜେଡି ରାଜ୍ୟସଭା ପଠାଇଥିଲା। ଆଉ…

ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟ ଏବେ ବି ସଙ୍କଟାପନ୍ନ

ଭୁବନେଶ୍ବର: ପ୍ରଖ୍ୟାତ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି। ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଅଭିଜିତ ମଜୁମଦାର। ଏବେ ବି ସଙ୍କଟାପନ୍ନ ଅଛି ଅଭିଜିତଙ୍କ…

ମୋ ସ୍ବାମୀ ମୋ ପାଇଁ, ଦେଶ ପାଇଁ, ପିଲାମାନଙ୍କ ପାଇଁ ଜୀବନ ଦେଇଛନ୍ତି: ଚାର୍ଲି କିର୍କଙ୍କ ପତ୍ନୀ ଏରିକା

ୱାଶିଂଟନ: ଆମେରିକାର କଂଜରଭେଟିଭ କର୍ମୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ଚାର୍ଲି କିର୍କଙ୍କ ହତ୍ୟା ଘଟଣା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ…

କୋର୍ଟ ପରିସରରେ ରିଲ୍-ସେଲ୍ଫି ମନା:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କୋର୍ଟର ମର୍ଯ୍ୟାଦା ଏବଂ ସୁରକ୍ଷାକୁ ପାଇଁ ଏକ ସର୍କୁଲାର ଜାରି କରିଛନ୍ତି। ସରକାରୀ ଉଦ୍ଦେଶ୍ୟ ବ୍ୟତୀତ କୋର୍ଟର ଉଚ୍ଚସ୍ତରୀୟ ସୁରକ୍ଷା ଅଞ୍ଚଳରେ ଫଟୋଗ୍ରାଫି ଏବଂ…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍ସାହ ନାହିଁ,  ଟିକେଟ ବିକ୍ରି ହେଉନି

ଦୁବାଇ : ଚଳିତ ଏସିଆ କପରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚଭାବେ ଗଣନା କରାଯାଉଛି। କିନ୍ତୁ ଆଶାର ବିପରୀତ ଏହି ମ୍ୟାଚକୁ ନେଇ…

ନେପାଳରେ ଫସି ରହିଛନ୍ତି କେନ୍ଦ୍ରାପଡ଼ାର ୧,୦୦୦ରୁ ଅଧିକ ପାଇପ ମିସ୍ତ୍ରୀ

ଭୁବନେଶ୍ବର: ‌ନେପାଳରେ ରାଜନୈତିକ ସଙ୍କଟ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ କର୍ଫ୍ୟୁ ଜାରି ହୋଇଛି। ବ୍ୟାପକ ପୁଲିସ ମୁତୟନ କରାଯାଇଛି। ନେପାଳର ରାଜନେଅତିକ ସଙ୍କଟ ମଧ୍ୟରେ ଓଡ଼ିଶାର…

ମାର୍କେଟ୍‌ ପରିସରର ଛାତ ତଳେ ଚାପି ହୋଇଗଲେ ଲୋକେ, ଜ‌ଣଙ୍କ ମୃତ୍ୟୁ

କୋରାପୁଟ: ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଆଜି ଏକ ବଡ଼ଧରଣର ଅଘଟଣ ଘଟିଛି। ଏଠାରେ ଥିବା ଏକ ମାର୍କେଟ୍‌ ପରିସସର ଛାତ ଭୁଶୁଡ଼ିବାରୁ ଜଣେ ପାନ…

ପୁରୀରେ ପୁଣି ହିଂସା: ସ୍ପଷ୍ଟ ଦିବାଲୋକରେ ଛୁରାମାଡ଼, ଦାଦା-ପୁତୁରା ଆହତ

ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ରରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ସ୍ବଷ୍ଟ ଦିବାଲୋକରେ ଛୁରାମାଡ଼ ହୋଇଛି। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ହୋଇଥିବା ଛୁରାମାଡ଼ରେ ଦାଦା ଓ ପୁତୁରା…