ପଦାରେ ପଡ଼ିଲା ପାକିସ୍ତାନର ଆତଙ୍କୀ ମାନସିକତା: ଏକେ-୪୭ ସଙ୍କେତ ଲାଗି ଫରହାନ ନିନ୍ଦିତ, କାର୍ଯ୍ୟାନୁଷ୍ଠାନ ନେବାକୁ ଆଇସିସି ନିକଟରେ ଦାବି
ଦୁବାଇ: ପାକିସ୍ତାନ ଭିତରେ ଭିତରେ ଯେ ଆତଙ୍କୀସ୍ତାନରେ ପରିଣତ ହେଲାଣି, ସେକଥା ସାରା ଦୁନିଆ ଜାଣିଥିଲା। ହେଲେ ଧାର୍ମିକ ଚରମପନ୍ଥୀମାନେ ଯେ ସେଠାକାର କୁନି କୁନି ପିଲାଙ୍କଠାରୁ…
