ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର, ଅପହରଣ ପରେ ହତ୍ୟା ସନ୍ଦେହ

ବାରଙ୍ଗ: ଚନ୍ଦକା ଥାନା ପୁଲିସ  ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ଜୁଝଗଡ଼ ଡ୍ରେନ୍ ପାଖରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି।  ଘଟଣା ସ୍ଥଳରେ ଚନ୍ଦକା ଥାନା ପୁଲିସ…

ସମ୍ଭାଳିବାକୁ ଅସମର୍ଥ ଥିଲେ ମୁସ୍‌ଲିମ୍ ଯୁବକ ଏକାଧିକ ବିବାହ କରିବା ଉଚିତ୍ ନୁହେଁ: କେରଳ ହାଇକୋର୍ଟ

ଆଦିଲ୍ଲୀ: ସମ୍ଭାଳି ପାରୁନ ଯଦି ଏକାଧିକ ବିବାହ କରନାହିଁ। ଏକ ଆବେଦନର ଶୁଣାଣି ବେଳେ ଏଭଳି କହିଛନ୍ତି କେରଳ ହାଇକୋର୍ଟ। ଜଣେ ମୁସଲିମ୍ ଯୁବକ ଏକାଧିକ ବିବାହ…

ବିଜୟ ଉତ୍ସର୍ଗ ନକରି ପହଲଗାମ୍ ଆକ୍ରମଣର ପୀଡ଼ିତଙ୍କୁ ଅର୍ଜିତ ଟଙ୍କା ଦିଅ; ସୂର୍ଯ୍ୟ, ବିସିସିଆଇ ଓ ଆଇସିସିକୁ କହିଲେ ଆପ୍ ନେତା

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ ଭାରତର ବିଜୟ ପରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲା ଭାରତୀୟ ଟିମ୍। ପହଲଗାମରେ ୨୬ଜଣ ନିରୀହ ପର୍ଯ୍ୟଟକଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ। ସାରା ରାଜ୍ୟରେ ଦିନ ୨ ଟା ୧୬ ସୁଦ୍ଧା ମେରୀ ଲାଇଫ୍ ପୋର୍ଟାଲରେ ଅପଲୋଡ୍…

କିଛି ଚାଷୀଙ୍କୁ ଜେଲ୍ ପଠାଇବା ଦ୍ୱାରା ଅନ୍ୟମାନେ ସଜାଗ ହେବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସମ୍ପର୍କିତ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ନଡ଼ା ପୋଡ଼ିବା ସମସ୍ୟାର ସମାଧାନ ପାଇଁ କଠୋର…

୧୧ ବର୍ଷ ପ୍ରଧାନମନ୍ତ୍ରୀ,୧୩ ବର୍ଷ ମୁଖ୍ୟମନ୍ତ୍ରୀ, ତଥାପି ମୋଦୀଙ୍କ ପାଖରେ ୫୩ ହଜାର ଟଙ୍କା କିନ୍ତୁ ଘର କିମ୍ବା ଜମି ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ବୁଧବାର ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ଗତ ୨୪ ବର୍ଷ ଧରି ରାଜନୈତିକ ମୁଖ୍ୟ ପଦବୀରେ…

ଭାସ୍କର, ହିମିରିକା ଓ ପ୍ରଫୁଲ୍ଲଙ୍କ ପରେ କାହା ପାଳି?

ଭୁବନେଶ୍ବର: ନିକଟରେ ବିଜେଡି ଛାଡ଼ିଛନ୍ତି ତିନିଜଣ ତୁଙ୍ଗ ନେତା। ଏମାନେ ଏକଦା ନବୀନଙ୍କ ଅତ୍ୟନ୍ତ ବିଶ୍ବସ୍ତ ଥିଲେ, ଯେଉଁ କାରଣରୁ ଜଣଙ୍କୁ ବିଜେଡି ରାଜ୍ୟସଭା ପଠାଇଥିଲା। ଆଉ…

ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟ ଏବେ ବି ସଙ୍କଟାପନ୍ନ

ଭୁବନେଶ୍ବର: ପ୍ରଖ୍ୟାତ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି। ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଅଭିଜିତ ମଜୁମଦାର। ଏବେ ବି ସଙ୍କଟାପନ୍ନ ଅଛି ଅଭିଜିତଙ୍କ…

ମୋ ସ୍ବାମୀ ମୋ ପାଇଁ, ଦେଶ ପାଇଁ, ପିଲାମାନଙ୍କ ପାଇଁ ଜୀବନ ଦେଇଛନ୍ତି: ଚାର୍ଲି କିର୍କଙ୍କ ପତ୍ନୀ ଏରିକା

ୱାଶିଂଟନ: ଆମେରିକାର କଂଜରଭେଟିଭ କର୍ମୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ଚାର୍ଲି କିର୍କଙ୍କ ହତ୍ୟା ଘଟଣା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ…