ବେଆଇନ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କର: ଅନୁଗୁଳ ଏସପି ରାହୁଲ ଜୈନ

ପାଖେଇ ଆସୁଛି ପୂଜା ମାହୋଲ। ବୁଧବାର ଗଣେଶ ପୂଜା ଥିବା ବେଳେ ତା’ ଆଗକୁ ରହିଛି ଅନେକ ଦେବାଦେବୀଙ୍କ ପୂଜା। ଏଥିପାଇଁ ପୂଜା ବଜାର ସରଗରମ ହେଲାଣି।…