ଜାତିସଂଘ ଅଧିବେଶନରେ ସାଧାରଣ ବିତର୍କରେ ଦିଶିବେନି ମୋଦୀ; ଭାରତର ପ୍ରତିନିଧିତ୍ୱ କରିବେ ଏସ ଜୟଶଙ୍କର
ନୂଆଦିଲ୍ଳୀ: ଚଳିତମାସ ଶେଷରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ୮୦ତମ ବିତର୍କକୁ ସମ୍ବୋଧିତ କରିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଜାରି ହୋଇଥିବା ସଂଶୋଧିତ…