ଶଙ୍ଖ ଶିବିରରୁ ସିଧା ପଦ୍ମ ଦଳକୁ ଡିଆଁ ମାରୁଛନ୍ତି ବ୍ଲକ୍ ଅଧ୍ୟକ୍ଷ ଏବଂ ପଞ୍ଚାୟତ ପ୍ରତିନିଧି, କେଉଁଠି ଅନାସ୍ଥା ତ କେଉଁଠି ମିଶ୍ରଣ ଗୋଟିରେ ବ୍ଲକ୍ ଦଖଲ କରୁଛି ବିଜେପି
ଭୁବନେଶ୍ୱର ୨୮।୮: ଭାଙ୍ଗୁଛି ବିଜେଡି ଗଡ଼, ମାଡ଼ୁଛି ବିଜେପି । ଗୋଟିଏ ପରେ ଗୋଟିଏ ବ୍ଲକ୍ ଦଖଲ କରି ଚାଲିଛି ବିଜେପି । କୋରାପୁଟରୁ ଯାଜପୁର, କେନ୍ଦୁଝରରୁ…
