ପ୍ରେମ-ପ୍ରତିଶ୍ରୁତି-ଶାରିରୀକ ସମ୍ପର୍କ : ରୁମ୍‌ ନଂ ୨୦୨ରେ ସବୁକିଛି, ଖୋଲିବ ରହସ୍ୟ…

ରେମୁଣା ୨୯।୮: ଇନଷ୍ଟାଗ୍ରାମରୁ ପ୍ରେମ ପରେ ବିବାହର ପ୍ରତିଶ୍ରୁତି । ଆଉ ତାପରେ ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ରଖିଲେ ଶାରିରୀକ ସମ୍ପର୍କ । ଆଉ ଏବେ ବିବାହ ପାଇଁ ଅରାଜି । ଯୁବତ ଏବେ ଥାନାର ଦ୍ବାରସ୍ଥ ।…