Low Pressure Over Bay Of Bengal: ବଙ୍ଗୋପସାଗରରେ ଲଘୁଚାପ: ଆଗାମୀ ଦୁଇ ଦିନ ମଧ୍ୟରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ପୂର୍ବାନୁମାନ

୨୪ ନଭେମ୍ବର ସୁଦ୍ଧା ଡିପ୍ରେସନରେ ପରିଣତ ହେବ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ନଭେମ୍ବର, ୨୦୨୫ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଡିପ୍ରେସନରେ ପରିଣତ ହେବ…